STORYMIRROR

‌Manjula Hota

Abstract Inspirational Children

2  

‌Manjula Hota

Abstract Inspirational Children

ଆସ ଆମେ ସ୍ୱାକ୍ଷର ହେଵା

ଆସ ଆମେ ସ୍ୱାକ୍ଷର ହେଵା

1 min
174


ଜ୍ଞାନର ଆଲୋକ ଆମେ ଜଳାଇ

ଅଜ୍ଞାନାନ୍ଧକାର ଦେବା ହଟାଇ ।


ଆସ ଭାଇ ଆସ ଭାଇ ଭଉଣୀ ମାନେ

ପାଠ ପଢିଯିବା ଆନନ୍ଦ ମନେ ।


ସ୍ୱାକ୍ଷର ହୋଇଲେ ଦେଶ ଆମର

ବଢିଯିବ ଯଶ ଖ୍ୟାତି ସକଳ।


କେହି ନିରକ୍ଷର ରହିବେ ନାହିଁ

ହସି ଉଠିବ ଏ ଭାରତ ଭୁଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract