STORYMIRROR

Sudipta Behera

Tragedy

3  

Sudipta Behera

Tragedy

ଆର୍ତ୍ତଚିତ୍କାର

ଆର୍ତ୍ତଚିତ୍କାର

1 min
11.9K


ଲକ୍ ଡାଉନ ପରେ

ଲକ୍ ଡାଉନ

ହନ୍ତ ସନ୍ତ ଛଟପଟ

ଜୀବନ..... ବ୍ୟସ୍ତ

ମାନସିକ ଦୁଶ୍ଚିନ୍ତା

ଉବୁଟୁବୁ....

କେତେ ଦିନ ଅପେକ୍ଷା

ସରି ସରି ଆସୁଥିବା

ସ୍ୱଳ୍ପ ସଞ୍ଚିତ ଅର୍ଥ

ଆଉ ସେଥିରେ

କରୋନାର ପ୍ରାଦୁର୍ଭାବ

ଖୁବ୍ ଅସହ୍ଯ

ରୁଦ୍ଧି ଦେଉଛି ନିଶ୍ଵାସ

କଳାପାଣିର

ନିର୍ବାସନ ଦଣ୍ଡ ଠାରୁ

ଆହୁରି ଉତ୍କଟ ଯନ୍ତ୍ରଣା

ଘରର ଚାରିକାନ୍ଥ

ଦିନ ଦିନର ନିୟମ

କାଇଦା କଟକଣା

ମାନସିକ ଚାପ

ଓଃ.............

କି କଷ୍ଟ.........

କି ଦୁଃଖ...... I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy