Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mili rout

Abstract

3  

mili rout

Abstract

ଆଫେରା ଅତିଥି

ଆଫେରା ଅତିଥି

1 min
207


ତାରା ଭରା ଅକାଶ

ଅନ୍ଧକାର ଭରା ରାତି ।

ମନରେ ମୋ ଖେଳିଯାଏ

ତା ଭଲପାଇବାର ସୃତି ।

ଚାହିଁଲେଵି ଭୁଲି ମୁଁ ପାରୁନି ତାକୁ

ସେ ମୋ ମନର ଅଫେରା ଅତିଥି ।

ଲୁହ ଭରା ଆଖି ଆଜି କାନ୍ଦି କାନ୍ଦି କହେ ମୋତେ

କଥା ଦେଇଥିଲା ସିଏ ଭୁଲିବନି କେଵେ ତୋତେ ।

ମନେ ମନେ ଖୋଜୁଛି ମୁଁ ଆଜି

ଵିକଳେ କାନ୍ଦୁଛି ଭଲପାଇବାର ରଂକୁଣି ଟେ ସାଜି।

ଜାଣିମୁ ପାରୁନି ଆଉ ଫେରିଵ କି ନାହିଁ ସିଏ

ଖାଲି ଏତିକି ଜାଣିଚି , ମୋ ମନର ସେ ଅଫେରା ଅତିଥି ଟିଏ।



Rate this content
Log in

Similar oriya poem from Abstract