STORYMIRROR

Mili rout

Others

4  

Mili rout

Others

ବର୍ଣନା...

ବର୍ଣନା...

1 min
5

ମୁଁ ଜୀବନର ଅଙ୍କାବଙ୍କା ରାସ୍ତା ହେଲେ, ତମେ ସେଇ ରାସ୍ତା କଡ ରେ ଜଳୁଥିବା ଆଲୋକ. 
ମୁଁ ଶିତୁଆ ସକାଳର ଶିତ ହେଲେ, ତମେ ସନ୍ଧ୍ଯା ର ପୁଆଁ ହଉଥିବା ନିଆଁର ପ୍ରକୋପ. 
ମୁଁ ନିଳ ରଗଂର ଆକାଶ ହେଲେ, ତମେ ଅସ୍ତଗାମୀ ସୂର୍ୟ୍ଯ ର ଲାଲ୍ ରଗଂର ଝଲକ. 
ମୁଁ ଘନ ଜଂଗଲ ହେଲେ, ତମେ ବଣ ମଲ୍ଲି ର ସୁଗନ୍ଧ ମହକ. 
ମୁଁ ମରୁଭୂମି ର ବାଲି ହେଲେ, ତମେ ସେଇ ବର୍ଷା ର ବିନ୍ଦୁ ଏ ଜଳ. 
ମୁଁ ଅଭିମାନ ପ୍ରେମିକା ହେଲେ, ତମେ ମୋ ପ୍ରେମର ଲକ୍ଷ୍ଯ ସ୍ଥଳ..................... 🩷



Rate this content
Log in