STORYMIRROR

Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

ଆପେ ଆପେ ବୁଝିହୁଏ ,,,,,,,,,,,,,,,,,,,,,,,,,,,,,,,,

ଆପେ ଆପେ ବୁଝିହୁଏ ,,,,,,,,,,,,,,,,,,,,,,,,,,,,,,,,

1 min
224



ଅଳ୍ପ ଗଳ୍ପରେ ଅଳ୍ପ କଥାରେ 

ଜୀଵନର ମାନେ ଇଏ 

ମନ ଚୋରି ହେଉ ଅବା ହୃଦୟ 

ପ୍ରେମ ମାନେ ଇଏ କହେ କିଏ 

କାହାଣୀ କବିତା ଲତା ବନିତା 

ବଞ୍ଚିବା ଶିଖେଇଲା ସିଏ ଯିଏ 

ଅନୁରାଗ ଆଗ ନା ପ୍ରେମ ଆଗ 

ଗଛ ଆଗ ନା ମଞ୍ଜି ଆଗ କହିବ କିଏ 

ଅଳ୍ପ ଦେଖାରେ ଅଳ୍ପ ଗଳ୍ପରେ 

ମନଚୋରି ଯଦି ହୁଏ 

ପ୍ରତାରଣା ଅବା ପ୍ରତିଶ୍ରୁତି କିବା ସମ୍ପୃକ୍ତି 

ଭଗଶେଷ ହୁଏ କିଏ 

ସମୟ ନା ବୟସ ନା ଭାଗ୍ୟ ଆୟୁଷ 

ଆଗ ପଛ କିଏ କେଵେ ହୁଏ

କିଏସେ କହିବ ବିହି ବହି କଥା 

ଲେଖିଛି ବିସ୍ତୃତେ ଯିଏ 

ଜୟ ଜୟ ପ୍ରଭୁ ଓଁକାରେ ସବୁ 

ଆଲୋକ ଅନ୍ଧାର ହୁଏ 

ତଥାପି ଏ ମନ ଶିଉଳିରେ ଖସି 

ଧୋକା ଖାଇବା ଯାଏଁ 

ଜୀଵନ ନାଟକ କେଉ ଅଙ୍କେ କିଏ 

କେତେବେଳେ ଭେଟଘାଟ ହୁଏ 

ସେତକ ଜାଣିଲେ ମହମ ପରିକା 

ମନ ତରଳି ନଥାଏ 

ମନ ତରଳିବା ମୋହ ମାୟା ଆସକ୍ତି 

ଏମିତି ବି କଥାଟିଏ

ବୁଝିଗଲେ ଥରେ ମନ ବୁଝିଯାଏ 

ଆଖି ବୁଝିଗଲେ ମନଟା ଅବୁଝା 

କେଜାଣି କାହିଁକି ହ

ୁଏ

ଅଳ୍ପ ଗଳ୍ପରେ ଅଳ୍ପ କଥାରେ 

ଜୀଵନର ମାନେ ଇଏ 

ମନ ଚୋରି ହେଉ ଅବା ହୃଦୟ 

ପ୍ରେମ ମାନେ ଇଏ କହେ କିଏ 

କାହାଣୀ କବିତା ଲତା ବନିତା 

ବଞ୍ଚିବା ଶିଖେଇଲା ସିଏ ଯିଏ 

ଅନୁରାଗ ଆଗ ନା ପ୍ରେମ ଆଗ 

ଗଛ ଆଗ ନା ମଞ୍ଜି ଆଗ କହିବ କିଏ 

ଅଳ୍ପ ଦେଖାରେ ଅଳ୍ପ ଗଳ୍ପରେ 

ମନଚୋରି ଯଦି ହୁଏ 

ପ୍ରତାରଣା ଅବା ପ୍ରତିଶ୍ରୁତି କିବା ସମ୍ପୃକ୍ତି 

ଭଗଶେଷ ହୁଏ କିଏ 

ସମୟ ନା ବୟସ ନା ଭାଗ୍ୟ ଆୟୁଷ 

ଆଗ ପଛ କିଏ କେଵେ ହୁଏ

କିଏସେ କହିବ ବିହି ବହି କଥା 

ଲେଖିଛି ବିସ୍ତୃତେ ଯିଏ 

ଜୟ ଜୟ ପ୍ରଭୁ ଓଁକାରେ ସବୁ 

ଆଲୋକ ଅନ୍ଧାର ହୁଏ 

ତଥାପି ଏ ମନ ଶିଉଳିରେ ଖସି 

ଧୋକା ଖାଇବା ଯାଏଁ 

ଜୀଵନ ନାଟକ କେଉ ଅଙ୍କେ କିଏ 

କେତେବେଳେ ଭେଟଘାଟ ହୁଏ 

ସେତକ ଜାଣିଲେ ମହମ ପରିକା 

ମନ ତରଳି ନଥାଏ 

ମନ ତରଳିବା ମୋହ ମାୟା ଆସକ୍ତି 

ଏମିତି ବି କଥାଟିଏ

ବୁଝିଗଲେ ଥରେ ମନ ବୁଝିଯାଏ 

ଆଖି ବୁଝିଗଲେ ମନଟା ଅବୁଝା 

କେଜାଣି କାହିଁକି ହୁଏ


Rate this content
Log in

Similar oriya poem from Fantasy