Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandan Sahu

Inspirational Children

3  

Chandan Sahu

Inspirational Children

ଆମେ ସ୍ୱାଧୀନ

ଆମେ ସ୍ୱାଧୀନ

1 min
236


ମୁକ୍ତ ଆକାଶର ବିହଙ୍ଗ ପରିକା

ଉଡ଼ିବୁଲୁ ଆନନ୍ଦରେ ,

ସ୍ୱାଧୀନ ଦେଶର ନାଗରିକ ଆମେ

ତିଳେ ଭୟ ନାହିଁ ମନରେ ।

ଶାନ୍ତି , ମୈତ୍ରୀ ଆଉ ଅହିଂସା ପ୍ରତୀକ 

ଆମ ତ୍ରିରଙ୍ଗା ପତାକା ,

ଫର ଫର ହୋଇ ପବନରେ ଉଡ଼େ

ଗାଏ ବିରଙ୍କର ଗାଥା ।

ବିଦେଶୀ ଶାସନେ ପରାଧୀନ ଥିଲୁ

ଭୋଗୁଥିଲୁ କେତେ କଷ୍ଟ ,

ଅଗଷ୍ଟ ପନ୍ଦରରେ ସ୍ଵାଧୀନ ହେଲୁ

ଦୂର ହେଲା ସବୁ କଷ୍ଟ ।

ଆମରି ରାଇଜେ ଆମେ ହେବୁ ରାଜା

ଲେଖିଯିବୁ ଇତିହାସ ,

ମାଟି ମାଆ ପାଇଁ ଆତ୍ମ ବଳି ଦେଇ

ମୁଖେ ତାର ଦେବୁ ହସ ।


Rate this content
Log in

Similar oriya poem from Inspirational