STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଆମେ ପାରିବୁ

ଆମେ ପାରିବୁ

1 min
2.7K

ଆମେ ନିଜ ଘର ଆଗରେ

ଲକ୍ଷ୍ମଣାରେଖା ଟାଣିପାରିବୁ

ନିଜଘରେ ନିଜେ ବନ୍ଧି ହେଇ ପାରିବୁ

ଏସବୁ କେବଳ କରୋନା ଭାଇରସ ର

ଚେନ କୁ ରୋକିବା ପାଇଁ।

ନହେଲେ ସେ ଜଙ୍ଗଲର ନିଆଁ ପରି ଆଗକୁ ଆଗକୁ

ବଢି ଚାଲିଵ।

ସେ ଭାଇରସ ଧନୀ ,ଗରିବ କାହାକୁ ଛାଡ଼ୁନି।

ଆମେ ବାରମ୍ବାର ନିଜ ହାତ ଧୋଇବା

ହାତ ନାକ କୁ ହାତ ଲଗେଇବା ନାହିଁ

ସାମାଜିକ ଦୂରତ୍ୱ ବଜାୟ ରଖିବା

ନିହାତି ଜରୁରୀ ନହେଲେ ଘରୁ ବାହାରିବା ନାହିଁ

ଜଗନ୍ନାଥ ଏହି ତିନି ଦିନ ଯେମିତି ମତିଗଲାଣି

ବାକି ଦିନ କଟୁ ଭଲ ରେ ଭଲରେ

ଏତିକି କରୁଣା କର।

ଆମକୁ ଏହି ମହାମାରୀ କବଳରୁ ରକ୍ଷା କର

ପୋଲିସ, ଡାକ୍ତର ଓ ସରକାର

ସମସ୍ତ ଙ୍କୁ ମୋ ଭକ୍ତିପୂତ ନମନ।

ମୁଁ ବି ସିପାହୀ ବିନା ଅସ୍ତ୍ର ରେ

ମୁଁ ଘରେ ରହୁଛି । ସରକାରଙ୍କ କଥା ମାନୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract