STORYMIRROR

Reeta aparajeeta Mohanty

Inspirational Others

1  

Reeta aparajeeta Mohanty

Inspirational Others

ଆମେ କେବେ ସୁଧୁରିବୁ - ରୀତା

ଆମେ କେବେ ସୁଧୁରିବୁ - ରୀତା

1 min
66

ସେମାନେ ଆମ ପାଇଁ ଦିନ ରାତି

ଏକ କଲେ ବି ଆମେ

କିଛି ବୁଝିବୁନି।

ସାମାଜିକ ଦୂରତ୍ୱ

କି ନୁହଁ ରେ ମାଷ୍କ

କିଛି ମାନିବୁନି

ରବି ବାର କ୍ବାରେଣ୍ଟିନି ସେଣ୍ଟର

ଆମିଷ ନ ମିଳିଲା ବୋଲି

ଲୋକଙ୍କ ବ୍ୟବହାର ।

ମିଳୁଥିବା ଖାଦ୍ୟ କୁ ଫିଙ୍ଗିବା

ଗୋଟିଏ ଲାଜର କଥା ନୁହେଁ

ତ କଣ .......?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational