ଆମେ ଜିତିବୁ -ରୀତା ଅପରlଜିତl
ଆମେ ଜିତିବୁ -ରୀତା ଅପରlଜିତl
ଏଇ ପୁଣ୍ୟଭୂମି ଭାରତରେ ମୋର ଜନ୍ମ
ମୁଁ ମୋ ମାଟି ପାଇଁ ଗର୍ବିତ।
ଏ ମାଟିପାଇଁ କେତେ ବୀର ନିଜ
ଜୀବନକୁ ତୁଚ୍ଛ ମଣିଛନ୍ତି।
ଯେଉଁଠି ହିଂସା ନୁହେଁ
ଅହିଂସା ଜିତିବାର ମନ୍ତ୍ର।
ଗାନ୍ଧୀ ଦେଶପାଇଁ ନିଜ ଜୀବନକୁ
ତ୍ୟାଗ କରିଦେଲେ।
ସେଠି ଆମେ କିଛିଦିନ
ନିଜ ଦେଶପାଇଁ
ତାଲାବନ୍ଦ ରହିପାରିବlନି।
ଚେଷ୍ଟା କଲେ ସବୁ ସମ୍ଭବ ହେବ।
ଆମ ନିଜ ଘରେ ରହିବା
ସାମାଜିକ ଦୂରତ୍ୱ ରଖିବା
ଯେ କୌଣସି ସ୍ଥାନକୁ ଗଲେ
ମାସ୍କ ବାନ୍ଧିବା
ଏବେ ଏବେ ପଶୁ ପକ୍ଷୀଙ୍କୁ ଖାଦ୍ୟ ଦେବା
ବାରମ୍ବାର ନିଜ ହାତ ଧୋଇବା ସାବୁନ ବା ସାନିଟାଇଜରେ।
ବାହାରକୁ ଯିବା ବାରଣ କଲେ।
କରୋନା ହାରିଯିବ ଆମେ ଭାରତୀୟ ଜିତିବୁ।