STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଆମ୍ବ ବଉଳ,,,,,,,,,,,,,,,,,,,

ଆମ୍ବ ବଉଳ,,,,,,,,,,,,,,,,,,,

1 min
222


ଆମ୍ବ ଗଛ ଡାଳେ

ପତ୍ର ଗହଳେ ଖିଲି

ଖିଲି ହସି ଝୁଲୁଅଛି

ଦୋଳି ଦୋହଲି

ଦୋହି ଆମ୍ବ ବଉଳ

ମନରେ ତାହାର

ଆଶା ଅସୁମାରୀ

ପୁଲକରେ ଦେଉଛି

କହି ଫଗୁଣ ରେ ଯିବ

ଆମ୍ବ ବ ଉଳେଇ

ଧରିବ ଆମ୍ବ ଦେଖିବ ସେ

ଏ ଧରାକୁ ଚକ୍ଷୁ ନିମୁଳେଇ

ସାଜିବ ସଭିଙ୍କ ଇଛ୍ଛାନ୍ବିତ

ବାଞ୍ଛିତ ସୁକୁମାରୀ ଫଳ

ପରିପକ୍ଵ ହୋଇ ଦେଵ

ସଭିଙ୍କୁ ଆନନ୍ଦ ରେ ଭରି

ସମସ୍ତେ କହିବେ

ପରିମାର୍ଜିତ ଜାତୀୟ

ଫଳ ଵୋଲି ସଭିଙ୍କ

ମୁଖରେ ଫୁଟାଇ ହସ

ଆସୁଥୁବ ସେ ପ୍ରତି ବରଷ

ଢାଳି ଦେଉଥିବ

ନୂଆ ହରଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational