STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଆମ ପଣା ସଂକ୍ରାନ୍ତି

ଆମ ପଣା ସଂକ୍ରାନ୍ତି

1 min
274

ଓଡିଶା ଆମ ଜନ୍ମଭୂମି,କର୍ମଭୁମି,ବୀର ଭୂମି ଜାଣ

ଆମ ଧର୍ମ ସଂସ୍କୃତି ମହାନ ଜାଣିଛନ୍ତି

କବି ଗଣ

ଚଇତ ମାସରେ ଆସଇ ମହା ବିଷୁବ

ସଂକ୍ରାନ୍ତି

ଏ ଅଟଇ ନିଆରା ପରମ୍ପରା ସଭିଏଁ ଜାଣନ୍ତି

ପଣା ସଂକ୍ରାନ୍ତି ରୂପେ ହୁଅଇ ପରିଚିତ

ସର୍ବ ସ୍ଥାନେ

ପ୍ରଚଣ୍ଡ. ରୌଦ୍ର ତାପରେ ପଣା ପାନ କରନ୍ତି ସର୍ବ ଜନେ

ଚଇତି ପର୍ବ ଆସଇ ଯେବେ ମା ତାରିଣୀଙ୍କର

ନାଚେ ଘାଟ ଗାଁ ଆସନ୍ତି ଭକ୍ତ କୃପା ଲଭିବାକୁ ମା'ଙ୍କର

ଦଣ୍ଡ ଯାତ୍ରା ଆମରି ଗୌରବ କେବେ ନ ପାରିବା ଭୁଲି

ଉଦ୍ଜାପନିରେ ମା ମୋର ଆସନ୍ତି ଗାଁ ସାରା ଭୁଲି

ମହା ବୀର ହନୁମାନଙ୍କ ଏ ଅଟଇ ଜନ୍ମ ଜୟନ୍ତୀ

ରଘୁନାଥଙ୍କ ପ୍ରିୟ ଭକତଙ୍କୁ ସଭିଏଁ ତ ପୂଜନ୍ତି

ଓଡ଼ିଆ ନବ ବର୍ଷ ଆମ ଓଡ଼ିଆଙ୍କ ନୂଆ ଦିନ

ଓଡିଶା ବାସୀଙ୍କୁ ଓଡ଼ିଆ ନବ ବର୍ଷର ଅଭିନନ୍ଦନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational