STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ଆମ ଭାରତୀୟ.....

ଆମ ଭାରତୀୟ.....

1 min
140

ଭାରତ.... ଆମ ଭାରତ

ହିମାଳୟ ଠାରୁ ମହୋଦଧି ଯାଏ

ଗୋଟିଏ ଜୀବନ ସଂଗୀତ

ଭାରତ...... ଆମ ଭାରତ

ସେଇ ମାଟିରେ ଗଙ୍ଗା ଯମୁନା ନିଈତି ଯାଏ ବହି

ଉଡି ତ୍ରିରଙ୍ଗା ସବୁରି କାନେ ଖୁସିରେ ଯାଏ କହି

ଗୁଜୁରାଟ ଠାରୁ ଗୋଦାବରୀ ଯାଏ

ମାତୃଭୂମିର ମହତ୍ତ୍ୱ

ଭାରତ..... ଆମ ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract