Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Romance Classics Inspirational

3  

Pratapkesari Sahu

Romance Classics Inspirational

ଆଲୋକରେ ଅନ୍ଧାର

ଆଲୋକରେ ଅନ୍ଧାର

1 min
164



ଆଜିର ଦିନରେ

ଆମ ଦେଶ ଭାରତ

ଚନ୍ଦ୍ରରେ ପାଦ ଦେଇଛି

ମଙ୍ଗଳ ଗ୍ରହରେ ଯାନ ଥୋଇଛି ।।

ନାସାର ଯାନ ସୂର୍ଯ୍ୟଙ୍କର

ପୃଷ୍ଠକୁ ଛୁଇଁଛି ।

ଆଗରୁ କେବେ ହୋଇନଥିଲା

ଆଜି ବିଜ୍ଞାନ ତାହା କରିପାରିଛି ।।

ତଥାପି, ଅଜ୍ଞାନ ତିମିର ମାଡ଼ିଛି

ଅନ୍ଧବିଶ୍ୱାସକୁ ସହଜରେ

ବିଶ୍ୱାସ କରୁଛି ।

ତା ପାଇଁ ନିଜର କର୍ମକୁ

ନିଜେ ହିଁ ଲଗାମ ଦେଉଛି ।।

ଆମ ଦେଶର ପ୍ରଗତି ପଥକୁ

ରାସ୍ତାରେ ଟେକା ଫିଙ୍ଗୁଛି ।

ଅନ୍ଧବିଶ୍ୱାସକୁ ଜାବୁଡି ଧରି ସେ

ନିଜର କ୍ଷତି ହିଁ କରୁଛି

ତଥାପି ତା ମନ ବୁଝୁଛି ।।


Rate this content
Log in

Similar oriya poem from Romance