STORYMIRROR

Harekrushna Deb Sahoo

Fantasy Thriller

4  

Harekrushna Deb Sahoo

Fantasy Thriller

ଆଲୋକିତ ପୃଥିବୀ

ଆଲୋକିତ ପୃଥିବୀ

1 min
349

ଅଗଣିତ ତାରକା ଗଗନ ମଣ୍ଡଳେ 

ପରୋପକାର ପାଇଁ ମଣ୍ଡିତ 

ଏ ବିଶ୍ବଭୁବନେ। 


ଅଗଣିତ ମାନବ ଜନମ ଭାରତେ

ମହାପୁରୁଷ ନାମେ ବନ୍ଦିତ

ଏ ମହିମଣ୍ଡଳେ। 


ଦୀପଶିଖାଟି ତୁଳସୀ ଚଉରା ମୂଳେ 

ସଞ୍ଜ ସକାଳ ଆରତୀ ବେଳେ 

ଏ ପୁଣ୍ୟଜଗତେ। 


ଆତ୍ମଜ୍ୟୋତି ଜଳେ ପୁଣ୍ୟ ଶ୍ରୀକ୍ଷେତ୍ର ଧାମେ

ମୋହମୁକ୍ତି ସ୍ବର୍ଗଦ୍ବାର ନାମେ 

ଏ ବୈକୁଣ୍ଠଧାମେ ।


ରହିନାହିଁ କେହି ରହିବେ ନାହିଁଟି ଲୋ 

ବାହୁଡିବେ ଆଭିନୟ ସାରି

ଏ ପୃଥିବୀକୋଳେ। 


ଅଗ୍ନି ଜଳ ବାୟୁ ବୈମ ମାଟି

ପଞ୍ଚମହାଭୂତ। 

  


Rate this content
Log in

Similar oriya poem from Fantasy