STORYMIRROR

Barsarani Bal

Fantasy Others

3  

Barsarani Bal

Fantasy Others

ମୁଁ ରେ

ମୁଁ ରେ

1 min
362


     ମୁଁ ହଜିଯାଏ ତୁମ ବାକ୍ୟ ରେ

     ମୁଁ ହଜିଯାଏ ତୁମ ରାସ୍ତା ରେ।


     ମୁଁ ହଜିଯାଏ ତୁମ ଶାସ୍ତ୍ରରେ

     ମୁଁ ହଜିଯାଏ ତୁମ ଶବ୍ଦରେ।


    ମୁଁ ହଜିଯାଏ ତୁମ ପ୍ରବୋଧନାରେ

     ମୁଁ ହଜିଯାଏ ତୁମ କୋଳରେ।


     ମୁଁ ହଜିଯାଏ ତୁମ ଆଖିରେ

     ମୁଁ ହଜିଯାଏ ତୁମ ଛାତିରେ।


      ମୁଁ ହଜିଯାଏ ତୁମ ସୃଷ୍ଟିରେ

      ମୁଁ ହଜିଯାଏ ତୁମ ଦୃଷ୍ଟିରେ।


     ମୁଁ ପୁଣି ହଜିଯାଏ ସେ ସ୍ମୃତିରେ

     ମୁଁ ହଜିଯାଏ ପୁଣି ସେ ପ୍ରୀତିରେ।


      ମୁଁ ହଜିଯାଏ ତୁମ କଳ୍ପିତ ମନରେ

     ମୁଁ ହଜିଯାଏ ତୁମ ନିର୍ଲିପ୍ତ ଧନରେ।


      ମୁଁ ହଜିଯାଏ ତୁମ ଅନୈକ୍ୟରେ

      ମୁଁ ହଜିଯାଏ ତୁମ ଆଚମ୍ବିତରେ।


      ମୁଁ ହଜିଯାଏ ତୁମ ବହ୍ନିରେ

      ମୁଁ ହଜିଯାଏ ତୁମ ଉନ୍ନମନରେ।


     ମୁଁ ହଜିଯାଇ ସରିଯାଏ ସେ ବାର୍ଦ୍ଧକ୍ୟରେ

      ମୁଁ ହଜିଯାଏ ସେଇ କେଇଖଣ୍ଡ କାଠରେ।


       ମୁଁ ପୁଣି ହଯିଯାଏ ସେଇ ମାଟିରେ

       ମୁଁ ହଜିଯାଏ ସେଇ ସୃଷ୍ଟିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy