STORYMIRROR

Barsarani Bal

Inspirational

4.0  

Barsarani Bal

Inspirational

ନିଶୂନ୍ୟ ବାର୍ତ୍ତା

ନିଶୂନ୍ୟ ବାର୍ତ୍ତା

1 min
283



ଖୋଲା ଆକାଶରେ 

ମଲ୍ଲା ଜହ୍ନ ଟିଏ

ଜୋଛନା ତାକୁ

      ମାଗନା ।


ଶୁଷ୍କ ମୁହଁ ଏକ

 ପାହାଡି ଝରଣା 

   ଖୋଜିଲେ ବି

     ଜଳ ମିଳେ ନା ।


ଭଙ୍ଗା ସଡ଼କରେ

       ଚାଲିବା କଷ୍ଟତ

 ସେ ସଡ଼କକୁ

       କେହି ଲୋଡ଼ନା ।


ଭଙ୍ଗା ଆଇନା ସେ

       ପ୍ରତିବିମ୍ବ ତାପାଖେ 

           ଖୋଜନା ।


ସମୟ ପାଖରେ

    ନକର ଛଳନା

ଜୀବନ ଏକ 

    ବଡ଼ କଳ୍ପନା ।


   


Rate this content
Log in

Similar oriya poem from Inspirational