STORYMIRROR

Barsarani Bal

Inspirational

3  

Barsarani Bal

Inspirational

ମହାବାହୁ

ମହାବାହୁ

1 min
148

ଚକ୍ଷୁର ପଲକେ ତୁମେ

   ଆହେ ମହାବାହୁ...।

 ତୁମ ବିନା ଏ ଜୀବନ

   ହୁଏ ଅଶାନ୍ତ ଢେଉ।

ମହାବାହୁ... ଆହେ... ମହାବାହୁ।।


ତୁମ ସ୍ପର୍ଶମଣିରେ ଯେ 

    ଦୁଃଖ ହୁଏ ଦୂର।

 ତୁମ ବିନା ଏ ଜୀବନ

    ଅନ୍ଧକାର ମୟ।

ମହାବାହୁ... ଆହେ... ମହାବାହୁ।।


ଜୀଇଁବାକୁ ଶକ୍ତି ନାହିଁ

    ଖାଇବାକୁ ଅନ୍ନ ନାହିଁ।

କୁହ ତୁମେ ?

   କିପରି ବା ବଞ୍ଚିବି ମୁଁ ଆଉ।

ମହାବାହୁ... ଆହେ... ମହାବାହୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational