Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Romance Classics Fantasy

3  

arun sahoo

Romance Classics Fantasy

ଆଖିରେ ଆଖିରେ

ଆଖିରେ ଆଖିରେ

1 min
121


ଆଖିରେ ଆଖିରେ ଭରିଦେଲ ସ୍ବପ୍ନ

   ଭିଜା ଭିଜା ନୟନରେ

ହୃଦୟରେ ଦେଇଗଲ ପ୍ରେମ

କେବଳ କେତୋଟି ମୁହୁର୍ତ୍ତ ମଧ୍ୟରେ ।


 ଉଦାସ ଆଖିରେ ପ୍ରତି ପଲକରେ

  ନାଚୁଛି ତୁମ ପ୍ରତିଛବି

କଜଳ ଗାରରେ ମନେପଡ଼ ତୂମେ

   ବସନ୍ତର ପ୍ରୀତି ନୟନରେ ।


ଜାଣୁନି କିଛି ଯେମିତି ବୁଝୁଛ ଏମିତି

  ଦେଖ ଆଖିର କରାମତି

କହିଚାଲିଥାଅ ତୁମେ ତୁମର ଭାଷାରେ

  ଥାଅ ତୁମେ ତୁମର ନୟନରେ ।



Rate this content
Log in

Similar oriya poem from Romance