STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଆକାଶ

ଆକାଶ

1 min
156


ନୀଳ ଆକାଶ ନୀଳିମା ସତେ

     ଆହାକି  ନିରିମଳ

କଳା ଵାଦଲ ଢାଙ୍କଇ ଯେଵେ

   ଦିଶଇ  ଅନ୍ଧକାର   ।।

ଆକାଶ ବୁକେ ଜହ୍ନ ଖେଳଇ

   ଟିକି ତାହାଙ୍କ ମେଳେ

 ନିମିଷେ ଲୁଚି ଵାଦଲ ତଳେ

   ପୁଣି ଆକାଶେ ଝଳେ  ।।

କଳା ବାଦଲ ତା ଉଜ୍ଜଳତା 

   ପାରେନା ପୁରା ଢାଙ୍କି 

ସେପରି ଜଣେ ଗୁଣି ଜନର

  ଗୁଣ ନରହେ ଛପି  ।।

ଆକାଶ ବୁକେ ଧରିଛି କେତେ

  ଗ୍ରହ, ନକ୍ଷେତ୍ର ଆଦରେ

ତାପରି ଆସ ବାନ୍ଧିବା ଆମେ

  ସଭିଙ୍କୁ  ସ୍ନେହ ଡୋର  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational