ଆକାଶ
ଆକାଶ
ଓଡିଶା ମାଟିରେ ଜନମ ଲଭିଛୁ
ଓଡ଼ିଆ ଆମରି ଭାଷା l
କିରତୀ ଆମର ହୁଏ ନିରନ୍ତର
କେଡ଼େ ଆମ ବେଶ ଭୁଷା l
ଏଇ ମାଟି ପାଇଁ ଆକାଶ ନିର୍ମଳ
ଶୋଭାରେ ରଙ୍ଗ ପୂରିତ l
ଆକାଶରେ ଝରେ ନିର୍ମଳ ସଲିଳ
ନୀଳ ରଙ୍ଗେ ସୁଚିତ୍ରିତ l
ସଦା କାଳ ହିତ ଆକାଶ ମାର୍ଗରେ
ରଚେ ତରଙ୍ଗ ଶୋଭାଟି l
ଉଡ଼ନ୍ତି ବୁଲନ୍ତି ଆକାଶ ମାର୍ଗରେ
ପୁରିଛି ଏ ଗାଆଁ ମାଟି l