STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଆକାଶ ଓ ମୁଁ

ଆକାଶ ଓ ମୁଁ

1 min
208

ଆକାଶ ଓ ମୁଁ 

ଅଜବ ଅବାକ ଭାବରେ ଗୁନ୍ଥା

ସକାଳ ହେଲେ ସୂର୍ଯ୍ୟଙ୍କ

ସୁନେଲି କିରଣ ମୋ ଆଖିର ନିଦ ଭାଙ୍ଗିଦିଏ

ଆକାଶ ମୋ ମନରେ ସ୍ଥିରତା ଆଣେ।

ରାତିର ଆକାଶ ମନରେ ଶାନ୍ତି ଦିଏ

ତାରାମାନେ ଛୋଟର ମହତ ପଣିଆ ଶିଖାଅନ୍ତି

ଜହ୍ନ ସ୍ନିଗ୍ଧତା ଆଖିରେ ଶାନ୍ତି ଦିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational