ଆକାଂକ୍ଷା
ଆକାଂକ୍ଷା
ସ୍ବପ୍ନ ମୋର ଅଗଣିତ
ଆକାଂକ୍ଷା ଆକାଶ ଛୁଆଁ
ଆକାଂକ୍ଷା ପୁରିବ ସତେ
ଜୀବନଟା କିନ୍ତୁ ଲାଗେ
ଅଜବ ପ୍ରଶ୍ନଟିଏ
ଯୁକ୍ତି ବାଢେ ପ୍ରଶ୍ନ କରେ
ନିଜକୁ ନିଜେ
ଅଗଣିତ ସ୍ବପ୍ନ ସବୁ ଉଙ୍କି ମାରେ ଯେବେ
ସୁପ୍ତ ଚେତନା ସବୁ ଜାଗ୍ରତ ହୁଏ
ମୁଁ ପୁଣି ପୁନର୍ଜାଗରିତ ହୁଏ
ଆଙ୍କିଦିଏ ଅଙ୍କନ, ସୃଜିଦିଏ
ଅନାବନା ପୃଷ୍ଠା ପରେ
ତାତ୍ପର୍ଯ୍ୟ ଜୀଵନ ର..............
