STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଆଜିର କଂସ,,,,,,,,,,,,,,,,,,,,,

ଆଜିର କଂସ,,,,,,,,,,,,,,,,,,,,,

1 min
185


ଆଜିର କଂସ ହେଉଛି

ଉଦ୍ଧତ ହାତେ ରହିଛି

ଗୁଳି ଗୋଳା ବନ୍ଧୁକ

ତଲଓ୍ବାର ଖଡ୍ଗ ବିନା ଦୋଷେ କାଟିଦେଉଛି

ଗଡାଇ ଲକ୍ଷ ଲକ୍ଷ ମୁଣ୍ଡ

ଆଖିରେ ତାର ଲେଲିୟାନ

ଶିଖାର ତେଜ ତାରି ମନରେ

କେବଳ ଗୋଟିଏ ଜିଜ୍ଞାସା

କରିବ ନିପାତ ସମଗ୍ର

ସର୍ବ ଜନ ସାଧାରଣଙ୍କର

ବଖାଣି ଵସୁଛି ଗାରିମା

ସେ ହିଁ ସବୁଠାରୁ ଶ୍ରେଷ୍ଠ

କଳି ଯୁଗର କଂସ

ନେଇଅଛି ମାଅବାଦୀର

   ପ୍ରଚଣ୍ଡ ରୂପ

ମନରେ ତାହାର ଗୋଟିଏ

ଇଛ୍ଛା ହୋଇବ ସେ ବଳିୟାନ

ଗଢିବ ଏକ ଭିନ୍ନ ମଥୁରା ନଗର

ଚଳାଇବ ତାହାରି ଶାସନ

ହୋଇ ରହିବ ଉନ୍ମତ










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational