Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

3  

Durjyodhan Barik

Children

ଆଜି କାମ ଆଜି କର

ଆଜି କାମ ଆଜି କର

1 min
192


    


କିଶୋର କିଶୋରୀ ମାନେ ଘେନିବ ଆଶିଷ,

କଥାଟେ କହୁଛି ଶୁଣ ହୋଇଣ ହରଷ ।

ବାଲ୍ୟ କାଳୁ ପାଠ ଶିକ୍ଷା କରୁ ଥାଅ,

ପାଠ ସହିତ ଶାଠକୁ ଧ୍ୟାନ ମଧ୍ୟ ଦିଅ ।


ବଡ଼ ମାନଙ୍କୁ ସମ୍ମାନ କରୁଥିବ ସଦା,

ସାନ ଙ୍କୁ ସ୍ନେହ କରିବ ନକରିଣ ଦ୍ଵିଧା ।

କାର୍ଯ୍ୟ ସଦା କରୁଥିବ ସମୟକୁ ଦେଖି,

କେହି ବେଳେ ନିଜ କାମ ନରଖିବ ବାକି ।


ଆଜିର କାର୍ଯ୍ୟକୁ ବର୍ତ୍ତମାନ କରିନେବ,

କାଲିକି ରଖିଲେ କାମ ବେଶି ହୋଇ ଯିବ ।

ପାର ଯଦି କାଲି କାର୍ଯ୍ୟ ଆଜି କରି ନିଅ,

ଆଗକୁ ଆଗକୁ ପୁଣି ଅଗ୍ରସର ହୁଅ ।


ଏମିତି କରିବା ଦ୍ୱାରା ସଫଳ ହୋଇବ,

ନିଶ୍ଚୟ ଦିନେ ନା ଦିନେ ଶୀଖର ଛୁଇଁବ ।

       


Rate this content
Log in

Similar oriya poem from Children