STORYMIRROR

Sukanti Hotta

Abstract

3  

Sukanti Hotta

Abstract

ଆଜି ବି ହସୁଛି

ଆଜି ବି ହସୁଛି

1 min
165

ସରାଗାତ ଆଜି ବି ହସୁଛି

ନାନା ରଙ୍ଗ ନାନା ରୂପରେ

ସହଯୋଗର ହାତ ବଢ଼େଇ

ଘରେ ଘରେ ରହି ମନ ମୋହି

ଧନୀ ଗରୀବ ସଭିଙ୍କ ପାଖରେ

ଅସମୟର ବନ୍ଧୁ ହୋଇ

ମାଟି ପ୍ଲାଷ୍ଟିକ ବିଭିନ୍ନ ଧାତୁରେ

ଟଙ୍କା ସୁନା ରୂପା ହୃଦୟରେ ଧରି

ଆଦିମ କାଳରୁ ଆଜି ଯାଏଁ

ପିଲାଠାରୁ ବୁଢ଼ା ସଭିଙ୍କ ପ୍ରିୟ ହୋଇ

ଗରୀବ ଅସହାୟକୁ ସାହାର୍ଯ୍ୟ କରି

ପରିବାରକୁ ଖୁସି ଦେଇ

ବିଭିନ୍ନ ଖେଳନା ରୂପରେ

ସଞ୍ଚୟ ସାହାର୍ଯ୍ୟର ଭାବନା ପିଲାଙ୍କୁ ଶିଖାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract