sumita behera
Classics Inspirational
ହସୁଥିବି ତୁମେ
ହସି ଦେଉଥିଲେ
କାନ୍ଦିଦେଲେ କାନ୍ଦୁଥିବି,
ଆଘାତ ତୁମର
ସହି ପାରିବିନି
ଶତ ଖଣ୍ଡେ ଭାଙ୍ଗିଯିବି।
ନାଗଫାଶ
ପ୍ରୟାସ
ଧରା
ମନ ରେ
ପ୍ରଳାପ
ମିଛ ରାଣୀ
ଆସ ନା
କୋହଟିଏ
ସପନ
ଏଇ ତ ଜୀବନ
ଅତି ଭକ୍ତି ଚୋର ଲକ୍ଷଣ ତାହାର ବୁଝେ ଯିଏ ମହାନର ll ଅତି ଭକ୍ତି ଚୋର ଲକ୍ଷଣ ତାହାର ବୁଝେ ଯିଏ ମହାନର ll
ରାଧା ପ୍ରେମେ ରାସ କଲ କୁଞ୍ଜବନେ ପ୍ରୀତି କଲ ମୟୂର ଚୂଳିଆ କାହ୍ନା ଯେ ବଂଶୀଧର କଦମ୍ବ ଯମୁନା ସାକ୍ଷୀ l ରାଧା ପ୍ରେମେ ରାସ କଲ କୁଞ୍ଜବନେ ପ୍ରୀତି କଲ ମୟୂର ଚୂଳିଆ କାହ୍ନା ଯେ ବଂଶୀଧର କଦମ୍ବ ଯମ...
ଦେଖିକି ଆଖିକି ତୃପ୍ତି ଯେ ହୃଦୟ ଛାଡ଼ିଯାଏ ମୋହ ସଂସାରର ଭୟ ଦେଖିକି ଆଖିକି ତୃପ୍ତି ଯେ ହୃଦୟ ଛାଡ଼ିଯାଏ ମୋହ ସଂସାରର ଭୟ
ପଶମ ପୋଷାକେ ଶରୀର ଢାଙ୍କିକି ସଞ୍ଜରେ ନିଅନ୍ତି ମଜା ll ପଶମ ପୋଷାକେ ଶରୀର ଢାଙ୍କିକି ସଞ୍ଜରେ ନିଅନ୍ତି ମଜା ll
ଖୁସିର ଜୀବନ ତତ୍ତ୍ୱ ଖୁସିର ଜୀବନ ତତ୍ତ୍ୱ
ସେହି ମୋ ପ୍ରିୟ ଜନମ ମାଟି ସେହି ମୋ ପ୍ରିୟ ଜନମ ମାଟି
ଭଳିକି ଭଳି ସେ ଗପ କହି ମୋତେ ହସାଇ ହସାଇ ଗଡାଉ ଥାଏ, ସବୁଠୁ ସରଳ, ସବୁଠୁ ନିରୋଳା l ଭଳିକି ଭଳି ସେ ଗପ କହି ମୋତେ ହସାଇ ହସାଇ ଗଡାଉ ଥାଏ, ସବୁଠୁ ସରଳ, ସବୁଠୁ ନିରୋଳା l
ସକାଳ ସମୟରେ ଗାଁ ଦାଣ୍ଡରେ ତୁମର ସ୍ନାନ ଫେରା ଭିଜା ବାସ ଶରୀରେ ସକାଳ ସମୟରେ ଗାଁ ଦାଣ୍ଡରେ ତୁମର ସ୍ନାନ ଫେରା ଭିଜା ବାସ ଶରୀରେ
ଈଶ୍ବରୀ ଈଶ୍ବରୀ
ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ, ଆକାଶେ ଥାଇ ଦେଖ୍ ମୁହିଁ ଜହ୍ନମାମୁଁର ମୁଖ । ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ, ଆକାଶେ ଥାଇ ଦେଖ୍ ମୁହିଁ ଜହ୍ନମାମୁଁର ମୁଖ ...
ମୁଁ ଏକ ଶବ୍ଦ ଅହଂକାର ଭରା ମୁଁ ଏକ ଅହଂଭାବ । ମୁଁ ଏକ ଶବ୍ଦ ଅହଂକାର ଭରା ମୁଁ ଏକ ଅହଂଭାବ ।
ଏହି ଦେଶ ଏହି ମାଟି ଏହି ଦେଶ ଏହି ମାଟି
ଋତୁ ଶ୍ରୀ ବସନ୍ତ ହୋଇ ସଜବାଜ ଆମ୍ବ ବଉଳ ବାସର । ଋତୁ ଶ୍ରୀ ବସନ୍ତ ହୋଇ ସଜବାଜ ଆମ୍ବ ବଉଳ ବାସର ।
ମୋ ପ୍ରିୟ ଗାଆଁ ମୋ ପ୍ରିୟ ଗାଆଁ
କୃଷିଭିତ୍ତିକ ଏ ମକର ପରବ ନୂଆ ଅରୁଆ ଚାଉଳ, ମକର ଲୋ କୃଷିଭିତ୍ତିକ ଏ ମକର ପରବ ନୂଆ ଅରୁଆ ଚାଉଳ, ମକର ଲୋ
ବିଶାଳ ବିଶ୍ଵକୁ ଆବୋରିଛି ମୋର ସତ୍ତା ଯେ ବିଶାଳତର ବିଶାଳ ବିଶ୍ଵକୁ ଆବୋରିଛି ମୋର ସତ୍ତା ଯେ ବିଶାଳତର
ଆହେ ସୂର୍ଯ୍ୟଦେବ ଶକ୍ତିର ଆଧାର ଶକ୍ତିର ସଞ୍ଚାର କର ଆହେ ସୂର୍ଯ୍ୟଦେବ ଶକ୍ତିର ଆଧାର ଶକ୍ତିର ସଞ୍ଚାର କର
ରାଜା ଲକ୍ଷ୍ମୀ ନାରାୟଣଙ୍କର ଓଡ଼ିଆ ରାଜା ଲକ୍ଷ୍ମୀ ନାରାୟଣଙ୍କର ଓଡ଼ିଆ
ଶୀର୍ଷକ- ମୋ ଜଗା ଶୀର୍ଷକ- ମୋ ଜଗା
ପରିବାର ପରିବାର