STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଆହୁତି

ଆହୁତି

1 min
187

ମୁଁ ଜାଣିଛି ଶ୍ରାବଣର ବର୍ଷା ସିନା ଶୀତଳେଇ ଦିଏ

ହେଲେ ଛାତିର କୋହ, ମନର, ଯନ୍ତ୍ରଣା କଣ

ଶ୍ରାବଣର, ବର୍ଷା, ଶୀତଳେଇ ଦିଏ

ଫୁଲ ଫୁଟେ, ପ୍ରଜାପତି, ଉଡେ

ହେଲେ, ଫୁଲ ଖାଲି ବାସ୍ନା, ବିତରଣ କରେ

ମୁଁ ବି ସେମିତି, ଧର୍ମ

ପାଳନ, କରିଛି

ଲୁହରେ ଭିଜିଲି, ଲହୁରେ ଭିଜିଲି

ଜୀବନ, ଯଜ୍ଞରେ

ଆହୁତି, ହେଲି

ସେହି, ଆହୁତିରୁ, ଶିଖାଟିଏ, ହେଲି

ଜଳିଲି, ନିର୍ବାପିତ

ହେଲିନି, ଆଲୋକ, ପାଇଁ

ଶିଖାଟିଏ, ହେଲି

ତାପରେ, ଅନ୍ତହୀନ

ରାତି ଆଉ ସକାଳ

ଚାପି ରଖିଛି

ଛାତିର, କୋହ

ଆଙ୍କିବାକୁ, ଚିତ୍ରକଳ୍ପ, ଯନ୍ତ୍ରଣାର

ମୁଁ, ଲେଖିନି, ଏ ଯାଏ ଚିଠି

ମୁଁ, ପଢିନି, ଯନ୍ତ୍ରଣାର, ଭାଷା

ଭାଷା, କିନ୍ତୁ ଏକମାତ୍ର

ଲୁହ ଆଉ କୋହର

ଆଖିରେ, ପଢ଼ିହୁଏ, ଚିଠି

କାହିଁକି ମୁଁ ଲେଖିଛି

ହୃଦୟ, ପୃଷ୍ଠାରେ

ମନର, କଲମରେ

ଚିଠି, ଯନ୍ତ୍ରଣା ର

ଲହୁଲୁହ ଭିଜା ଚିଠି

ଯନ୍ତ୍ରଣା ହିଁ କହିହେବ

ଜୀବନର ଅନ୍ୟନାମ

ଫୁଲ, ଯେମିତି, ପ୍ରଜାପତିର, ମହୁମାଛିର

ଈଶ୍ୱର, ପ୍ରାପ୍ତିର

ଜନ୍ମ, ଖାଲି, ବାସ୍ନା ବିତରଣ ପାଇଁ

ମୁବିତ, ସେମିତି, ଖାଲି, ମହକିବି

ମୁହୂର୍ତ୍ତକ ମଧ୍ୟରେ

ବାସ୍ନାବିତରଣ, ପାଇଁ

ତୋଳିଛି, ମୁଁ, ଅନେକ ଥର

ବିପ୍ଳବର ସୁରଝଙ୍କାର

ତୋଳିଛି ମୁଁ, ଅନେକ ଥର

ସ୍ୱପ୍ନର, ସହର

ମୁଁ, ନୁହେଁ, ଯାଦୁଗର

ସ୍ୱପ୍ନର, ସୌଦାଗର

ସୁର ଝଙ୍କର ଏବେ ବିପ୍ଳବର

ଗଢିବାକୁ, ସ୍ୱପ୍ନର, ଘର

ସ୍ବପ୍ନ, ଦେଖେ, ଘର, ଗଢେ

ସଞ୍ଜ, ସକାଳ, ତଥାପି

ନିୟତି, ମୋର

ସତରେ, କେତେ

କ୍ରୁର ନିଷ୍ଠୁର

ଅଟ୍ଟହାସ୍ୟ, କରେ

କ୍ରନ୍ଦନ ର ରୋଳ କରେ

ବିପ୍ଳବର, ସୁରଝଙ୍କାର, ତୋଳେ ।


Rate this content
Log in

Similar oriya poem from Inspirational