STORYMIRROR

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ଆହୁରି ରାବଣ ବଞ୍ଚିଛି

ଆହୁରି ରାବଣ ବଞ୍ଚିଛି

1 min
194


ତୁମ ପାଇଁ 

ମୋ ପାଇଁ

ଆମ ସଭିଙ୍କ ପାଇଁ

ଲକ୍ଷ୍ମଣର ତିନିଗାର

ସାଗର ସମୁଦ୍ର ପର୍ବତ 

ସୁରକ୍ଷିତ ଏଠି ସବୁ

ବିଦେଶୀଙ୍କ ପ୍ରବେଶ ଦ୍ଵାର ବନ୍ଦ

ତଥାପି !

ମୋ ଦେଶରେ

କୀର୍ତ୍ତନ କରୁଛି

ବିଭତ୍ସ ରାବଣ

ପର କଥା ଶୁଣା

ନର ମାଂସ ଭକ୍ଷୀ

ନିର୍ଜୀବ ମହା ଶୟତାନ 

ସେ ଦିନର

ଆହୁରି ରାବଣ ବଞ୍ଚିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational