STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
167

ଆଦର୍ଶ ଜୀବନ ଜୀବାକୁ ସିନା କଷ୍ଟ

ଲାଗଇ କିନ୍ତୁ ସନ୍ତୁଷ୍ଟ

ଆଦର୍ଶ ଜୀବନ ସ୍ୱାର୍ଥପରହୀନ

ସନ୍ତୁଷ୍ଟ ହୁଅନ୍ତି ଇଷ୍ଟ

ଆଦର୍ଶ ଜୀବନ ମାନ ସମ୍ମାନ

ନମିଳୁ ପଛେ ନାହିଁ ରୁଷ୍ଟ

ଆଦର୍ଶ ଜୀବନ ପରୋପକାର

କରିବାରେ ନାହିଁ କଷ୍ଟ

ଆଦର୍ଶ ଜୀବନ ଅଟେ ବରଦାନ

ସବୁବେଳେ ଲଭେ ତୁଷ୍ଟ

ଆଦର୍ଶ ଜୀବନ ବଡ ହୀନିମାନ

ତଥାପି ଜୀବନ ପରିପୁଷ୍ଟ

ଆଦର୍ଶ ଜୀବନ ଜିଏ ଯେଉଁ ନର

ପୁରଣ ହୁଏ ଅଭିଷ୍ଟ

ଆଦର୍ଶ ଜୀବନ ଅଟେ ମହାପୁଣ୍ୟ

ହୁଏନା କେବେ ଅନିଷ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract