STORYMIRROR

‌Manjula Hota

Abstract Inspirational

3  

‌Manjula Hota

Abstract Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
326

ଆଧୁନିକ ନାରୀ ଏଦେଶର ଶିରୀ 

ବଢାଇ ଥାଏ ସମ୍ମାନ ,

ସବୁଥିରେ ଅଗ୍ରସର ସେ ଅଟଇ 

ନୁହେଁ କେଉଁ ଗୁଣେ ସାନ। 

ହେ ପୁରୁଷ ଜାତି ହୁଅ ତାର ସାଥି

ଦେଶର ହେବ ଉନ୍ନତି,

ନିର୍ଯାତନା ଛାଡି ସହଯୋଗ କର 

ହେବ ଦେଶର ପ୍ରଗତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract