STORYMIRROR

Amit Bal

Romance Inspirational

2  

Amit Bal

Romance Inspirational

(୪)* ପ୍ରେମ ପୁଣି ଥରେ *

(୪)* ପ୍ରେମ ପୁଣି ଥରେ *

1 min
166

ଆଜି ପୁଣି ବର୍ଷ ମାସ 

               ଏତେ ଦିନ ପରେ

ମୁଁ ଦେଖୁଥିଲି ମୋ ନିଜକୁ

                 ତାରି ଆଖିରେ,


ଯଦି ପୁନର୍ଜନ୍ମ ବୋଲି 

             କିଛି ଥାଏ ଦୁନିଆରେ,

ମୋତେ ଲାଗିଲା ଏହାଠୁ ଅଲଗା

              ହୋଇନଥିବ ନିଶ୍ଚିତ

ସେ ଜନ୍ମ ମୋ ନିଷ୍କରୁଣ 

         ପୈାରୁଷତ୍ୱ ପ୍ରେମର ଦାୟରେ ,


ଏଇ ଏବେ ଏବେ ତ

            ଆରମ୍ଭ କରିଥିଲି ମୁକୁଳିବା

ଜୀବନରେ ସଂପର୍କର ମୋହ ଜାଲରୁ ,


ତା' ସାଥେ ଦେଖାହେଲା

             ସେ ମୋତେ ଭିଡ଼ି ନେଲା

ଆଉଥରେ ଜୀଇଁବାକୁ ଶେଷ ମୁହୂର୍ତ୍ତ ସବୁ

ମନ ଅଗଣାରେ ନୂଆ କରି ଆରମ୍ଭରୁ .......

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance