Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କହିବା ଓ କରିବା
କହିବା ଓ କରିବା
★★★★★

© Rasmi Rekha Tripathy

Inspirational Abstract

1 Minutes   7.2K    11


Content Ranking


       ଏଡସ୍ ଗୋଟିଏ ଡିଆଁ ରୋଗ ନୁହେଁ l ରୋଗୀକୁ ଛୁଇଁଲେ, ରୋଗୀ ସହ ଏକାଠି ଚଳପ୍ରଚଳ କଲେ କିମ୍ବା ଏକାଠି ଖାଇଲେ ଏହି ରୋଗ ଡିଏଁ ନାହିଁ l ରୋଗୀର ବି ବଞ୍ଚିବାର ଅଧିକାର ଅଛି l ଏଣୁ ମାନବିକତା ଦୃଷ୍ଟି କୋଣରୁ ରୋଗୀକୁ ମାନସିକ ଭାବରେ ସହାୟତା କରିବା ଏକାନ୍ତ ଆବଶ୍ୟକ l

       ଟିଭିରେ କହୁଥିଲେ ଜିତୁର ବାବା ଡାକ୍ତର ବିଶ୍ୱରଞ୍ଜନ l

       କିନ୍ତୁ, ଜିତୁ ନିଜେ ଜାଣିଛି ତାର ସାଙ୍ଗ ନିର୍ମଳର ବାବା ଏଡସ୍ ରୋଗାକ୍ରାନ୍ତ ବୋଲି ତା ବାବା ତାକୁ ନିର୍ମଳ ସହ ମିଳାମିଶା କରିବାକୁ ମନା କରି ଦେଇଛନ୍ତି l ଏପରିକି ସ୍କୁଲରେ ସିଏ ନିର୍ମଳ ସହ ମିଳାମିଶା କରିବାର ସମ୍ଭାବନା ଥିବାରୁ ତାର ସ୍କୁଲ୍ ମଧ୍ୟ ବଦଳେଇ ଦେଇଛନ୍ତି l ଏ ସବୁ କଥା ବାବା ମାମାକୁ କହୁଥିବା ବେଳେ ଶୁଣିଥିଲା ଜିତୁ l

       କହିବା ଓ କରିବା ଭିତରେ କେତେ ପାର୍ଥକ୍ୟ ସତରେ ? ଜିତୁ ଭାବୁଥିଲା l

ଏଡସ୍ ଡାକ୍ତର ଜିତୁ

Rate the content


Originality
Flow
Language
Cover design

Comments

Post

Some text some message..