ବାପା
ବାପା
ବାପା
ଶାରଦା ସାଦ ପରିଡା,
ଅାପକ , େକାଣାକ ବିାନ ଓ କାରିଗରୀ ମହାବିଦାଳୟ,
ଜଟଣୀ, ଭୁବେନର
ଅଫି କାମ ସାରିଲା େବଳକୁ ାୟ ସା ଗଡିସାରିଥାଏ େକେତେବଳୁ । ମହାି ବାବୁ ଆଉ ମଁୁ ସା େହାଇ ବାହାରିଲୁ ଘରକୁ େଫରିବାକୁ ।
ବାଟେର ମହାପା ବାବୁର ଘର େହଇ ଯିବାକୁ ପଡିବ । ବାରୁ ବାରୁ କହିଯାଇେଲ , ନଗେଲ କଥାଟା ଭଲ େହବନି। ହଁ ମଣିଷ ର
ଦୁଃଖ େବେଳ ତ ମଣିଷ କାମେର ଆେସ । ଆଜି େହଉଛି ମହାପା ବାବୁର ବାପା ବଷ ପଡି ା । ମହାପା ବାବୁ ଘେର
ପହଲି ା େବଳକୁ ରାତ ି ାୟ ୮ କି ସାେଢ ଆଠ େହବ । ମହାପା ବାବୁ ସପୁିକ ଗହୃ ର ମୁଖ େବଶ ପଥେର ନମି ତ ଏକ ସୁଦୃଶ
େତାରଣ ପାଖେର ଛିଡା େହାଇ ପାେଛାଟି େନଉଥାି ଆଗୁକ ଅତି ମାନୁ । େକବଳ ମୁଖ େବଶ େତାରଣ ଟିକୁ ଛାଡି େଦେଲ ଘରର
ସାଜ ସଜା ର ହୃଦ େବାଧ େହଉନଥାଏ େଯ ଏହା େକୗଣସି ଏକାଦସହ ବା ା କାଜ ପାଇଁ ୁତ େହାଇଛି । ଘର ଭିତର ଅଗଣା
ରୀନ ଆେଲାକ ମାଳାେର ଖୁବ ଜାକ ଜକମେର ସଜିତ , ଭୂମିର ପୃ ଭାଗ ସୂଣ ଶୁ େତ ବ େର ଆାଦିତ େହାଇଥାଏ । ଅଗଣାର
ଠିକ ମଝା ମାଝି କୁ ମହାପା ବାବୁର ବାପାର ଏକ ନୂତନ ପୂ ବୟବ ତିମୂ ଘରର ମୁଖ ାର ଆଡକୁ ଅନାଇ ଦାୟମାନ
େହାଇଥାଏ। ମୂର କ େଦଶରୁ ଭୂମି ପଯ ଲିଆସିଥାଏ ସୁଗିତ ପୁ ହାରଟିଏ , ଯାହା ମୂ ର ସଦ ଉେନାଚନ ର ମାଣ । ମୂ
ପାଦ ତେଳ ମହଣ ମହଣ ଧୂପ ଦୀପ ଓ ଆଉ କିଛି ା ସୁମନ । ମୂ ଠାରୁ କିଛି ଦୂରକୁ ଛାଡି ବସିଥାି ଚାରି ପା ଜଣ ନାମ କରା
କୀନଆି , ଅବରି ତ ଚାଲିଥାଏ ହରି ନାମ ସୀନ , ତହୁଁ ପାଖକୁ ଲାଗି ପାଳ ି ଧରୁ ଥାି ସାନତି ଅତି ଓ ବୁ ପରିଜନ । ତା’ରି ଭିତେର
ଜେଣ ଭ ବି ାୟ ସମ ଆଗୁ ୁ ଖିଏ ଖିଏ ୃତି ପୁିକା ବେଢଇ େଦଉଥାି । କହିବା ବାହୁଲ , େବାେଧ ଜେଣ ଅେଧ କିଏ
େସ ପୁକଟକି ୁ ପଢିେବ । ମା ଏହା ସତ େଯ ଉପିତ େଲାକର ମହାପା ବାବୁ ବାପାର ଜୀବନୀ ଠାରୁ ଅକ ଉସକ ତା
ମହାପା ବାବୁ ପୁଅ ର ପାରିବା ପଣିଆ ଉପେର ଥାଏ। ବାହା ବା େର ଫାଟି ପଡୁଥାଏ ଖ ମଳ । ଧୀେର େର ପାହୁ ପେକଇ ମଁୁ
ମୂ ଆଡକୁ ଗଲି , ମୂ ପାଦତେଳ ମଥାନତ ଣିପାତ କରି କିଛି ା ସୁମନ ଅପଣ କଲି । ମେନ ମେନ େଯମିତି େଗାଟିଏ ସୋଚ
ଅନୁଭବ କରୁଲି ନିଜର ପୁଅ େହବା’ର ନ ପାରିବା ପଣିଆର ହୀନ ମନତା କୁ େନଇ । େଗାଟାଏ ଅଜଣା ସାନ େବାଧ େର ଆେପ
ଆେପ ମଥାନଇଁ ଯାଉଲା ମହାପା ବାବୁ ପାଖେର । ଛି େକମିତିକା ପୁଅ ମଁୁ େଯ , ମହାପା ବାବୁର ଅଣାଏ ଅଂସ କୁ ସରି ନୁହଁ ,
େବାେଧ େକାଟି ଜନର ପୂଣ ଫଳ , ନେଚତ ଆଜି କାଲି େକଉଁ ପୁଅ ଏମିତି ଅଛି େଯ । ଅନମନ େହାଇ ଖେ ଦୂରକୁ ଚାଲି ଆସିଲି ।
ମହାପା ବାବୁ ବାପା ଓ ମହାପା ବାବୁ ବିଷୟେର ଜାଣିବା ପାଇଁ େଗାେଟ ଆେହତୁକ ଜିାଷା େହଉଥାଏ। ମା େକଉଁ ଗଁା ଗହଳି
େହଇଛି େଯ ଚିା େଲାକ ମାଳ ମାଳ େହଇ ମିଳିେବ । କଁା ଭଁା େକଇଜଣ ମା ଚିା ମୁହଁ । ତା ପେର ଏଠି କାହାକୁ ତର ଅଛି େଯ , କିଏ
କାହା କଥା ବୁଝିବ । ଠିକ ଏତିକି େବଳକୁ ମହାି ବାବୁ ବି କୁଆେଡ ଗାଏବ !
ତହୁଁ କିଛ ି ସମୟ ଏପଟ େସପଟ ଭିତେର ମହା ି ବାବୁ ଆସି ପହେି ଲ, ମା େସଠି ଏ ସବୁ ପଚାରିବା ଉଚତି ମାେନ କଲି ନାହଂି । ତାରି
ଭିତେର ଜେଣ ଭବି ଆମକୁ ଲକରି ସାଦ ହଣ କରିବା ପାଇଁ ଅନୁେରାଧ କେଲ । ତା କଥାବାା ଓ ପରିପାଟି ରୁ ଯାହା
ଜଣାପଡୁଥାଏ , େବାଧ ହୁଏ େସ ମହାପା ବାବୁର ପରିବାର ର ସଦସ କିମା ଖୁବ ଅର ବୁ , ତା ମୁହଁେର େକମିତି େଗାଟାଏ
ଭାବ ଗୀର ଓ ଅସାଭାବିକ ଦୁଖର େରଖାପାତ େହଉଥାଏ । ତାରି ଭିତେର ମଁୁ ଲ କରୁଥାଏ େସଇ ଭ ବି ଆେର ବଷୁବା
ବିୋହର ଅି, ଛଳ ଛଳ ଲୁହ ର ଆଢୁଆଳ ଭିତେର । େତେବ ତାୁ େସ ବିୋହର କାରଣ ବି ପଚାରିବା େମା ଅକାର ର ପରିସୀମା
ବାହାେର , କିଛି ପଚାରିବା ଆଗରୁ ଆମ ଦୁଇ ଜଣକୁ ପାେଛାଟି େନେଲ େସ ସାଦ େସବନ ସକାେଶ । ବିରାଟ ଭବ ଅାୟୀ ମହଲ ,
ଏକକାଳୀନ ାୟ ଦୁଇ ତିନି ହଜାର େଲାକ ବସି ଖାଇବା ର ସୁର ଓ ସୁଲଭ ବବା । ବାୟୁ ଚଳାଚଳ ପାଇଁ ାେନ ାେନ ବିଦୁତ ଚାଳିତ
ପା ଲାଗିଥାଏ । ରାିବା ବାଲାଠାରୁ ଆର କରି ପରଷିବା େଲାକ ପଯ ସମ ର ାୟ ଏକା ଭଳି େପାଷାକ । ଆମ ଦୁଇ ଜଣୁ
େସଇ ଅଧାବାଟେର ବାଟ କେଢଇ େଦଲା ପେର ପୁଣି ଗାଏବ େହାଇଯାଇେଲ ଭବି ଜଣକ ଅନ େକୗଣଷି କାମେର । ତହୁଁ ମଁୁ ଆଉ
ମହାି ବାବୁ େଜେଣେତନ କାର ସାଦ େସବନ କରି େଫରିବା ପାଇଁ ୁତ େହଉଥାଉ । ଏଠାେର ବନ ବିବିଧତା ବିଷୟେର ବନା
କରିବା ନିହାତି ମୁଖାମି େହବ ।
ମୁଖ ଫାଟକ େଦଇ ଗାଡି ଆଡକୁ େଫରିଲା େବଳକୁ ପୂବବତ ମହାପା ବାବୁ ମୁଖ ଫାଟକ ପାଖେର ଛିଡା େହାଇ ଆଗୁକ ଅତି ମାନୁ
ାଗତ କରି ପାେଛାଟି େନଉେଲ । ଆମକୁ େଦ କହିେଲ ‘କଣ ଆା ଖାଇସାରିେଲଣି ତ ? ଆଉ ଭିତେର ସବୁ ଠିକ ଠାକ ଚାଲିଛି ତ ?
ଯଦି କିଛି ତଟି ବିଚୁତି ଥାଏ , ଦୟା କରି ମା କରିେଦେବ । ଆା ୧୦ -୧୫ ହଜାର େଲାକ ପାଇଁ ଆେୟାଜନ କରିବା କିଛି େଛାଟ
କଥା ନୁେହଁ , ତା ଛଡା ଆମର ଏ ଅଳେର ଏମିତିଆ ଆେୟାଜନ ଥମ , େତଣୁ କିଛି ତଟି ଥାଇପାେର ’।
େତେବ ଏ ସବୁ କହିବା େଯମିତି େଗାଟିଏ ବାହୁଲ ଭଳି ଲାଗୁଥାଏ େମାେତ , ମହାପା ବାବୁ କଥାେର ଅହଂକାର ର ଭଣ ଭଣ ଗ
ବାହାରୁଥାଏ । ମହାି ବାବୁ ଖାଲି କଟ ମଟ େହାଇ ଚାହ ଥାି େସେତେବେଳ ।ସାଧାରଣ ଶିାଚାର ର ଅବକାଶ ପେର ଆେମ ଦୁେହଁ
ବିଦାୟ େନଲୁ ମହାପା ବାବୁ ଠାରୁ । େସଦିନ େଫରିବା ବାଟେର ମହାି ବାବୁ ତା ଚିରା ଚରିତ ଢେର ଆର କାେଲ ଗପ। ମା
ଆଜି ତା ଗପେର ଥଟା ମଜା ନଲା। ତା ଭଳି ଜେଣ ମଜାଳିଆ େଲାକ ବି ଖୁବ ଭାବ ଗୀର େହାଇଯାଇେଲ । େସ ତା ଆଡୁ
କହିେଲ : -
“ବୁଝିଲ ପରିଡା ବାବୁ ଏ େଯଉଁ େଲାକଟିକୁ ଆପଣ ବାରମାର ବୁଲି ଚାହୁଁ େଲ , କୃତେର େସ େହଉଛ ି ଏ ମହାପା ବାବୁ ଗଁା େଲାକ ।
ମହାପା ବାବୁର ବାପା ରାକର ବାବୁର ମୃତୁେର ଯଦି କିଏ ଦୁଖୀ ଥାଏ େସ େହଉଛି ଏ ଚାକର ଭଗିଆ । ବୁଢା ତ ବାକି େଶଷ
ଜୀବନ କୁ ଏ ଭଗିଆ ହ ସାହାରା ଲା, ବାକି େଲାକର ଗଲା େକେତ ଆଇଲା େକେତ । ଏ ମା େଛଉ ପିଲା ମାନୁ ରାକର ବାବୁ
ଉଭୟ ବାପା ଓ ମା େହାଇ ପାଲିେଲ , ମା ତିବଦଳେର କଣ ପାଇେଲ । େଶଷ ସମୟେର ଖାଲି ମିଥା ତିଶତି, ତିରାର, ଛଳନା ,
ଟା ଆଉ ଟା ର ଚି ାର । ଆଜ ି ମାହାପ ବାବୁ ପିତୃ ଭିର େଯଉଁ ଡିିମ ପିଟୁ ଛ,ି େସ କଣ ଚାହ େଲ ଧାଇଁ ଆସି ପାରିନଥାେ
ତା ବାପା େଶଷ ସମୟେର େଦହମୁେର ଟିେକ ହାତ ମାରିବା ପାଇଁ । ଆଦରେର େକଇପଦ କଥା େହବ ପାଇଁ । ମା ସମୟ
େକଉଠିଲା େଯ େସେତେବେଳ , ଏ ଭଗିଆ କୁ ଛାଡିେଦଇଯାଇେଲ େସ , କିଛି ଟାର େଲାଭ େଦଇ । ହଁ େକହି େକହି ତାକୁ ଦରମା ବି
କହିପାରି । ପୁଣି ଆଜି ଏ ଟା ର ଆଡମରେର ପିତୃଭି ଦଶନର ତୁଛା ହସନ । ’
ଭଗିଆ ଆର ମଁୁ େଯଉଁ ବିୋହର ନିଆଁ େଦଖୁଲି , େବାେଧ ଯଥାଥ । େଯଉଁ ପୁଅ ମାେନ ବାପା ମା’ ର ର ଜୀବଶାେର ନିଜର
କବ ଅନୁଭବ କରିନ ନାହିଂ , ହଠାତ ବାପା-ମା ର ମୃତୁପେର ପୁଅ ପଣିଆ େକଉଁଠୁ େଚଇଁ ଉେଠ ? ମୃତୁ ପେର ଏେତ ସବୁ
ଆଡମର କରି , ହରି ନାମ କରି ଦଶ – ପର ହଜାର େଲାକୁ ଖାଇବାକୁ େଦେଲ କଣ ବାପା ମା ର ଆା କୁ ଶାି ମିଳିବ ? ଏମିତି
ଅେନକ ଗୁଡିଏ ଅଛିା ଶ ଭିତେର ଘାି େହଉ େହଉ ମହାପ ବାବୁ ତା ବାପା ୃତି ଉେଶେର ଛାପିବା ବହି ଖିକ ଆେର
ପଡିଲା । େକୗତୁହଳ ବସତ ବହି ର ସୁଖ ପା କୁ ଓଲଟାଇ ଦିଅେ ମହାପ ବାବୁ ର ତା ବାପା ସହ ଏକ ସୁଦୃଶ େତୖଳ ଚି ।
ମଁୁ ହସ ସମରଣ ନ କରିପାରି ଚି ଟକି ୁ ଇିତ କରି ମହା ି ବାବୁ ଆଡକୁ ବଢାଇ େଦଲି । ତହୁଁ ମହା ି ବାବୁ ମହାପା ବାବୁ ଉେଶ
େର େଯଉଁ ବାକରଣ ଆବୃତି କେଲ , ତାହା ବବା ସବ ନୁହଁ ।
ଆା ଏେବ ଆପଣ ବିଚାର କରୁ , ଆେମ ବାପା ମା ୁ ମଣିଷ ପରି ବବହାର କରିବା ନା େଦବତାର ମୂ କରି ଫୁଲ ହାର େଦଇ ପୂଜା
କରିବା ।