Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଜୀବନର ଅପରାହ୍ନ

ଜୀବନର ଅପରାହ୍ନ

1 min
7.0K


କୃଷ୍ଣା ମିଶ୍ର


ଜୀବନର ଅପରାହ୍ନରେ

ସମ୍ପର୍କ ସବୁ କୁଆଡେ ହଜିଗଲେ

ଲୁହ ସିକ୍ତ ଦ୍ରୁଷ୍ଟି ମୋ ଅନେକ ଖୋଜିଲା,

ଫେରିଲେନି କେହି...

ବନ୍ଧନର ରଙ୍ଗୀନ ପଣତଟି

ବଯସର ସୂର୍ଯ୍ୟାସ୍ତରେ ଫିକା ପଡିଗଲା l

ଆଉ ଟିକକରେ ରାଜନୀର ଅନ୍ଧକାର

ପଣତଟି ଚିରିଯିବ ଯେ !

ମିଳିବନି ସେ ଆଶ୍ଵସ୍ତ, ନିର୍ଭୟର ଛାୟା

ସ୍ମୃତିର ଗ୍ରନ୍ଥିରୁ ଝଋ ପଡୁଥିଲା

ଅସଜଡା, ଅମାନିଆ ଛୋଟବଡ ଅନେକ ଘଟଣା

ମାନସ ପଟରେ ନାଚି ନାଚି

ଇଙ୍ଗିତ କରୁଥିଲା ମୋ ହାରିବାର ...

ଆଉ, ସମ୍ପର୍କ ସବୁ ଲୁଚିଯାଇ

ଅପେକ୍ଷା ରତ

ମୋ ଭାଙ୍ଗି ପଡିବାର...

ଜୀବନର ଅପରାହ୍ନରେ ...


Rate this content
Log in

Similar oriya poem from Classics