Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବଳରାମ ବାରିକ

Inspirational

5.0  

ବଳରାମ ବାରିକ

Inspirational

ସମୟ ଡାକୁଛି ଏକ ହୁଅ

ସମୟ ଡାକୁଛି ଏକ ହୁଅ

1 min
168



କିଏ ସେ ଉଲ୍ଲେମା ?

ବନ୍ଧାଉଛି ବୋମା ,

ନିରୀହ ଜନଙ୍କୁ ବୋକା ବନାଇ।

ଏକା ଇସିଲାମ ,

ବାକିଙ୍କୁ ନକର ରେହେମ !!

ମାର ଗୋଡ଼ାଇ ଗୋଡ଼ାଇ।


ଖୋଲିବ କି ସତେ !!!!

ବିଶ୍ୱ ମୁଦାନେତ୍ର 

ଚୁପ୍ ଚାପ୍ ଯାଅ ସହି

ହେଡେ ଲାଇନ୍ସ ରେ ଗାରେଇ ଦେଉଛ

ଆତଙ୍କ ଓ ଆତଙ୍କିର ଧର୍ମ ନାହିଁ।

ଜମା ଆତଙ୍କିତ ହୁଅ ନାହିଁ।

ବିଶ୍ବରୁ କାଫିର ଲୋପ ପାଇଗଲେ

ଖୁସି ହେବକିରେ ଭାଇ।


ସମ୍ମିଳିତ ଜାତି ,

ଯାଅ ଥରେ ତାତି 

ନିୟୁୟାର୍କ କାନରେ ଦିଅ ଫୁଙ୍କ ମାରି

ହିଂସା ସୌଦାଗର

ମିଛ ଧର୍ମବୀର 

ପାଉ ପାନେ ଭଲ କରି।


✍️ବଳରାମ ବାରିକ

ନଟିଲ ,ଯାଜପୁର/ଝାରସୁଗୁଡା।


Rate this content
Log in