କେବଳ ତୋ ପାଇଁ
କେବଳ ତୋ ପାଇଁ
ଚେହେରାଟି ତୋର ଡଉଲ ଡାଉଲ
ଆଖି ଦୁଇ ଢଳ ଢଳ
କେମିତି ଭୁଲିବି ତୋର ସେହି ମୁହଁ
ଅତୀତ ହଜିଲା ବେଳ
ଭାବିଥିଲି ଦିନେ ଦେଖିବାକୁ ନିତି
ତୋର ସେ କିମିଆଁ ଆଖି
କିଏ ଜାଣିଥିଲା ବିଧି ହେବ ବାମ
ରହିବୁ ସପନେ ଲାଖି?
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ଚେହେରାଟି ତୋର ଡଉଲ ଡାଉଲ
ଆଖି ଦୁଇ ଢଳ ଢଳ
କେମିତି ଭୁଲିବି ତୋର ସେହି ମୁହଁ
ଅତୀତ ହଜିଲା ବେଳ
ଭାବିଥିଲି ଦିନେ ଦେଖିବାକୁ ନିତି
ତୋର ସେ କିମିଆଁ ଆଖି
କିଏ ଜାଣିଥିଲା ବିଧି ହେବ ବାମ
ରହିବୁ ସପନେ ଲାଖି?
ଚିତ୍ତ ରଞ୍ଜନ ଲେଙ୍କା (କଟକ)