ଶସ୍ତା କବିତା ୪୯
ଶସ୍ତା କବିତା ୪୯
ଆରେ ବାଟ କଟା ବିଲେଇ
ଆଗରେ ବିପଦ ଆସୁଛି ବୋଲି
ରାସ୍ତା କାଟୁ ନିଶ ଫୁଲେଇ,
ତୋ କଥା କଣ କେ ବୁଝିବେ
ଚଉଦ ପୁରୁଷ ଉଦ୍ଧାର କରି
ଗାଳି ଦେବେ ତୋତେ ଚିଲ୍ଲେଇ
ପ୍ରମୋଦ କୁମାର ଜେନା ©
ଆରେ ବାଟ କଟା ବିଲେଇ
ଆଗରେ ବିପଦ ଆସୁଛି ବୋଲି
ରାସ୍ତା କାଟୁ ନିଶ ଫୁଲେଇ,
ତୋ କଥା କଣ କେ ବୁଝିବେ
ଚଉଦ ପୁରୁଷ ଉଦ୍ଧାର କରି
ଗାଳି ଦେବେ ତୋତେ ଚିଲ୍ଲେଇ
ପ୍ରମୋଦ କୁମାର ଜେନା ©