Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Romance

2  

Susil Pani

Romance

ଅପୂର୍ବ ସୁନ୍ଦରୀ

ଅପୂର୍ବ ସୁନ୍ଦରୀ

1 min
5.0K


ହଲି ହଲି ଚାଲୁଛୁଲୋ ଅଣ୍ଟା ଦୋହଲେଈ ।

ଖିଲି ଖିଲି ହସୁଛୁଲୋ ଓଠ ତୋ ରଙ୍ଗେଈ।।(୧)

ଥିରେ ଥିରେ କହୁଛୁଲୋ କଥା ଥିରି ଥିରି ।

ବେଣିରେ ଗଜରା ତୋର ବାସି ମହକଈ ।।(୨)

ରୂପରେ ଲାବନ୍ୟବତୀ ଶରିର ଗୋଟେ ଚାଉଳରେ ଗଢା ।

ଚମ୍ପାଫୁଲ ପରି ରଙ୍ଗ ପାଦ ତୋର ମ୍ରୃଗ କର୍ଣ୍ଣ ପରା ।। (୩)

ନୟନେ କଜ୍ବଳ ତୋର କେସ ତୋ ମୁକୁଳା ।

ମଥାରେ ଟିକିଲି ଦିସେ ପୂର୍ଣ୍ଣିମାର ଚନ୍ଦ୍ର ପରା ।।

(୪)

ସ୍ମିତହାସ୍ୟ କଲେ ଗୋରି ପଡେ ମଧୁ ଝରି ।

ଗାଲରେ ତୋର କଳାଜାଈ କରେ ରୂପକୁ ମାଧୁରି ।।(୫)

@ସୁଶିଲ୍ କୁମାର ପାଣି,ପୁରୀ ।


Rate this content
Log in

Similar oriya poem from Romance