Susil Pani
Others
ଜୀବନ ଯୌବନ ଧନ ସମ୍ପତ୍ତି ।
ଅଟେ ପରା କ୍ଷଣ ସ୍ଥାୟୀ।।
ଏକୁ ଏକ ବଳିଆର ଆସେ ଜୀବନର ।
ତାକୁ ନେଇ ଗର୍ବ କରିବ ଯେ ନାହିଁ ।।
କ୍ଷଣ ଭଙ୍ଗୁର ଏ ମନୁଷ୍ୟ ଜୀବନ ।
କେତେବେଳେ ଯିବ ଚାଲି ।।
କାହାକୁ ନିଜର ଭାବି ଗର୍ବ କରିବ ।
ଆଜି ଯିଏ ରଜା କାଲି ଫକିର ନହେବ ବୋଲି ।।
@ ସୁଶିଲ୍ ପାଣି
କ୍ଷଣ ସ୍ଥାଈ
ଅଭିସପତ
ଅଭିଶପ୍ତ
ପ୍ରିୟରେ ପ୍ରିୟ...
ପ୍ରିୟାରେ ପ୍...
ଅପୂର୍ବ ସୁନ୍ଦର...
ମଣିଷ ଜୀବନ
ଜଗତର ନାଥ