STORYMIRROR

Susil Pani

Others

2  

Susil Pani

Others

ମଣିଷ ଜୀବନ

ମଣିଷ ଜୀବନ

1 min
13.3K



ଜୀବନ ନଦୀରେ...... ମନ

କଲ ବଲ...।

ଆତ୍ମା ହୁଏ.... ଛଟ ପଟ ......।।

କହରେ କାଳିଆ .... ହେ ନିଳାଞ୍ଚଳିଆ..।

ବତାଇ ଦେବୁ କି.....

ମୁକ୍ତିର ପଥ....।।

ଦୁଃଖ ମୋ ଜୀବନେ଼.....

କରି ଅଛି ବସା....।

ସୁଖ ମୋ ସାତ ସପନ....।।

ଦୁଃଖ ସାଥେ ତେଣୁ ....

ଭାବ ବାନ୍ଧି ଅଛି.... ।

ସୁଖ ମୋ .... ଭାଗ୍ୟରେ ଦାନ...।।

ହେ...କଳା ଠାକୁର....

ନ ହୁଅ ଅନ୍ତର....।

ତୁମେ ନାମ ଗାଇ...

ଜାଉ ଦିନ .... ।।

ଏତିକି.... ସୁଦୟା ....

କରିବ ଠାକୁରେ ....

ପିଣ୍ଡୁ ପ୍ରାଣ ଗଲା ବେଳେ...।

ଦିଶୁଥିବ... ମୋତ

ତୁମ କଳା ଶ୍ରୀମୁଖ....।।



କବି : ସୁଶିଲ୍ କୁମାର ପାଣି


સામગ્રીને રેટ આપો
લોગિન