ମଣିଷ ଜୀବନ
ମଣିଷ ଜୀବନ
1 min
7.0K
ଜୀବନ ନଦୀରେ...... ମନ
କଲ ବଲ......।
ଆତ୍ମା ହୁଏ.... ଛଟ ପଟ ......।।
କହରେ କାଳିଆ .....ହେ ନିଳାଚଳିଆ.....।
ବତାଇ ଦେବୁ କି.....
ମୁକ୍ତି ର ପଥ....।।
ଦୁଃଖ ମୋ ଜିବନେ଼
କରି ଅଛି ବସା....।
ସୁଖ ମୋ ହାତ ସପନ....।।
ଦୁଃଖ ସାଥେ ତେଣୁ
ଭାବ ବାନ୍ଧି ଅଛି.... ।
ସୁଖ ମୋ .... ଭାଗ୍ୟରେ ଦାନ...।।
ହେ...କଳା ଠାକୁର....
ନ ହୁଅ ପଥର....।
ତୁମେ ନାମ ଗାଇ...
ଜାଉ ଦିନ .... ।।
ଏତିକି.... ସୁଦୟା .... କରିବ
ଠାକୁରେ ....।
ପିଣ୍ଡରୁ ପ୍ରାଣ ଗଲା ବେଳେ...।।
ଦିଶୁଥିବ... ମୋତେ ।
ତୋ କଳା ବଦନ....।
ଅପଲକ ... ନୟନରେ ....।।
କବି : ସୁଶିଲ କୁମାର ପାଣି, ପୁରୀ ।
ମୋବାଇଲ ନମ୍ବର ୮୮୯୫୦୯୪୭୬୮