ପ୍ରତିଦିନ
ପ୍ରତିଦିନ
ପ୍ରତିଦିନ କଥା ହୁଏ ନିରବରେ ତୁମ ସାଥେ
ହସଭରା ଓଠ ତଳେ, କୋହଭରା ଦୁଃଖ ସହି |
କାଳେ ତୁମେ ଚାଲିଯିବ ଆଉଥରେ ବହୁ ଦୂର
ହୃଦୟର ସ୍ପନ୍ଦନ କୁ, ଅନୁଭବେ ମିଛ କହି ||
ପ୍ରତିଦିନ କଥା ହୁଏ ନିରବରେ ତୁମ ସାଥେ
ହସଭରା ଓଠ ତଳେ, କୋହଭରା ଦୁଃଖ ସହି |
କାଳେ ତୁମେ ଚାଲିଯିବ ଆଉଥରେ ବହୁ ଦୂର
ହୃଦୟର ସ୍ପନ୍ଦନ କୁ, ଅନୁଭବେ ମିଛ କହି ||