STORYMIRROR

Dr. Diptiranjan Behera

Inspirational

2  

Dr. Diptiranjan Behera

Inspirational

ଚନ୍ଦ୍ରମା ସମ

ଚନ୍ଦ୍ରମା ସମ

1 min
229

ଚନ୍ଦ୍ରମା ସମ ସଭିଏଁ ଏଇଠି

କିଛିଥାଏ କଳା ଦାଗ 

ଦେଖାଇ ପାରେନା ଅନ୍ୟକୁ କେବେ 

ମନେ କରେ ଗୁଣା ଭାଗ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational