STORYMIRROR

Dr. Diptiranjan Behera

Inspirational

2  

Dr. Diptiranjan Behera

Inspirational

ଦୁବଘାସ

ଦୁବଘାସ

1 min
143

ନୁହେଁ ମହାଦ୍ରୁମ ଅବା କି ପର୍ବତ

ଶୁଭେନା ମୁଁ ଢ଼ୋଲ ନାଦରେ 

ଦୁବଘାସ ଟିଏ ଅଟେ ମହାପ୍ରଭୁ

ସମର୍ପିତ ତୁମ ପାଦରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational