STORYMIRROR

Dr. Diptiranjan Behera

Inspirational Others

1  

Dr. Diptiranjan Behera

Inspirational Others

ଫଳ

ଫଳ

1 min
123

ଚନ୍ଦ୍ରମା ଜାଣେନା କେବେଯେ ପୁନେଇଁ

କେବେ ଅମାବାସ୍ୟା ପୁଣି 

ଲଢୁଛେ ଲଢ଼ିବା ଜୀବନ ଯୁଦ୍ଧରେ 

ହେଉପଛେ ଫଳ ଲୁଣି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational