Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Tragedy

3  

ଵଳରାମ ତରାଈ

Tragedy

ଗୋଆ ମନ୍ତ୍ରୀ

ଗୋଆ ମନ୍ତ୍ରୀ

1 min
204


ଗୋଆ ମନ୍ତ୍ରୀ ଛାଡିଚାଲିକରି ଗଲେ ଆମକୁ ପର

ସମସ୍ତେ କହନ୍ତି ସେ ଭାରି ନିଷ୍ଠାପର

ସମସ୍ତ ମୂଖରେ ହସ ଫୁଟାଇ କରିଥିଲେ ସେ ନିଜର

ହୃଦୟ ତାଙ୍କର ପୁରା ପରିଷ୍କାର

ସମସ୍ତେ କହନ୍ତି ଛାଡ ମୋହ ମାୟା

କପଟ ନଥିଲା ହୃଦେ ତାଙ୍କର

ମନୋହର ପାରିକର ନାମ ତାଙ୍କର

ରାଜନୀତି କରି ଲୋକସଭା କରି

ହୋଇଥିଲେ ଗୋଆ ସରକାର

ଦେଶବାସୀଙ୍କ ପାଖରେ ମୁଣ୍ଡ ସେ ନୁହାଁଇ

କରିଥିଲେ ନମସ୍କାର

ଲିଭି ଗଲା ନାମ ଲିଭି ଗଲା ତାଙ୍କ ଶିରି

ତଥାପି ସେ ଦେଶର ଶିରି

ଲେଖିଦିଅ RIP ଗୋଟିଏ ଥର

ମନୋହର ପାରିକରଙ୍କୁ ଆହେ ହରି ପାରି କର


ବଳରାମ ତରାଇ

ଖୋର୍ଦ୍ଧା

୯୯୩୭୦୧୪୬୪୬


Rate this content
Log in

Similar oriya poem from Tragedy