Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Romance

4.5  

Kumarlal Rana

Romance

କୁରାଳ ପତାକା

କୁରାଳ ପତାକା

1 min
405


ଆମ ହିତେ ଜାଗେ ଆମ ପତାକା l

ଆମ ଲାଗି ଆମ  ବଡ଼ ମଉକା l

 ଉଡାଇ  ପତାକା ରଖାଇ   ବାନା l

କୁମ୍ଭାର ମାଟିର ହସିବ  ସୁନା l

ମାଟିରେ ଗାଇବା ରାହାସ   ଗୀତ l

କୁମ୍ଭାର ପତାକା ହୋଇବ  ମିତ l

ମାଟିରେ ଖେଳିବା ହସିବା  ମୁଖେ l

ବାନା ଉଡୁଥିବା ଆମ ସମ୍ମୁଖେ l

ଦେଖ   ତ  ଆମର ପତାକା ଦେଖ l

କୁମ୍ଭାର କୁଳର ମହିମା ଟେକ l

ପତାକା ଆମର କେଡେ ସୁନ୍ଦର l

 ସଂଗୀତ ଗାନରେ  ମହକ   ସାର l

ନିରାକାର ବିଷ୍ଣୁ ଆମରି  ପାଇଁ l

 ଆମ ରୁଦ୍ରପାଳ ବାନା   ଯୋଗାଇ l

ଜୟ ରୁଦ୍ରପାଳ କୁମ୍ଭାର ବଂଶୀ l

ଅଶେଷ ମହିମା ଦିଅଇ ହସି l

କୁରାଳ  ବ୍ରହ୍ମର ଆଦି  ଦେବତା l

 ରୁଦ୍ରପାଳ ନାମେ ବଢ଼େ  ଏକତା l



Rate this content
Log in

Similar oriya poem from Romance