Audio

Forum

Read

Contests

Language


Write

Sign in
Wohoo!,
Dear user,
" ଭଲ ପାଇବାର ଶକ୍ତି "
" ଭଲ ପାଇବାର ଶକ୍ତି "
★★★★★

© Amulya Kumar Panda

Inspirational Fantasy Others

2 Minutes   13.1K    3


Content Ranking

" ଭଲ ପାଇବାର ଶକ୍ତି "

---------------------------

ଭଲ ପାଇବାରେ ଥାଏ ଦିବ୍ଯଶକ୍ତି

ଈଶ୍ଵରଙ୍କ ବରଦାନ

ଧୂଷର ମରୁରେ ଫୁଲ ଫୂଟାଇକି 

ରଖଇ ତାହାର ମାନ

ଭଲ ପାଇବା ଯେ ଭକ୍ତି

ସେ ଭକ୍ତିରୁ ପୁଣି ମିଳି ଯାଇଥାଏ 

ଜୀବନର ସବୁ ଶକ୍ତି ।

ଭଲ ପାଇବାରେ ହୃଦୟ ପ୍ରସାର

ସ୍ବାର୍ଥପରେ ସଙ୍କୋଚନ 

ବିଶ୍ବ ଯେ ଅଧୀନ ହୋଇଯିବ ଜାଣ

ଦୂର ହେଲେ ସ୍ବାର୍ଥ ମନ

ଭଲ ପାଇବାରେ ସୃଷ୍ଟି 

ଆକାଶ ମେଘକୁ ଭଲ ନ ପାଇଲେ 

ହେବନାହିଁ କେବେ ବୃଷ୍ଟି !

--------------------------------------

    ଅମୂଲ୍ୟ କୁମାର ପଣ୍ଡା 

 ଅରଙ୍ଗାବାଦ୍ , ବରୀ ,ଯାଜପୁର

ପ୍ରେମର ଶକ୍ତି ବିଶ୍ବ ପ୍ରେମ ନିଃସ୍ବାର୍ଥପରତା

Rate the content


Originality
Flow
Language
Cover design

Comments

Post


Some text some message..