STORYMIRROR

Amulya Kumar Panda

Others

3  

Amulya Kumar Panda

Others

ନାରୀ

ନାରୀ

1 min
812



ନାରୀ ତୁମେ

ପ୍ରୀତିର ବନ୍ୟା

ନାରୀ ତୁମେ

ଜଗତ କନ୍ୟା


ନାରୀ ତୁମେ

ସୃଷ୍ଟିର ମୂଳ

ନାରୀ ତୁମେ

ସଂସାର କୁଳ


ନାରୀ ତୁମେ

ଜଗତ ଜିତା

ନାରୀ ତୁମେ

ସବୁଠି ହିତା


ନାରୀ ତୁମେ

ଲକ୍ଷ୍ମୀର ରୂପ

ନାରୀ ତୁମେ

ଶକ୍ତିର ସ୍ତୁପ


ନାରୀ ତୁମେ

ସ୍ନେହର ଧାରା

ନାରୀ ତୁମେ

ଶତାବ୍ଦୀ ତାରା


ନାରୀ ତୁମେ

ପ୍ରେମର ମୂର୍ତ୍ତି

ନାରୀ ତୁମେ

ବିଶ୍ବର କୃତି

_________@_______



--------------ଅମୂଲ୍ୟ କୁମାର ପଣ୍ଡା --------------

-----------ଅରଙ୍ଗାବାଦ, ବରୀ , ଯାଜପୁର-----------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍