Rajat Kumar Nayak

Romance

2  

Rajat Kumar Nayak

Romance

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
352


ତୁମେ

ଠିକ୍ ଶାଧବବୋହୂ ଟେ ପରି 

ଲୁଚି ଯାଇଥିଲ 

ଏ ଜର୍ଜରିତ ହୃଦୟ ରେ 

ସ୍ମୃତି ଟିଏ ହେଇ

ମୁଁ

ସ୍ବପ୍ନ ର ଭଗ୍ନାବଶେଷ ତଳୁ 

ସେ ସ୍ମୃତି କୁ ଖୋଜୁ ଖୋଜୁ 

ହଜିଯାଇଥିଲି କେଉଁ 

ଅଜଣା ମରୀଚିକା ରେ 

ତୃଷାର୍ତ୍ତ ଟେ ହେଇ

ହେଲେ ଆଜି

"ମୁଁ" ର ଅସ୍ତିତ୍ବ ଭିତରେ 

"ତୁମେ" ରହିଗଲ

 ଏକ "ପ୍ରଶ୍ନବାଚୀ" ହେଇ



Rate this content
Log in

Similar oriya poem from Romance